Unpaid and Ignored: Women Questions BJP : ୮ ମାସ ହେଲା ନାଇଁ ମିଲବାର ଦରମା, କାନ୍ଦୁଛନ୍ ମିଶନ ଶକ୍ତିର ମା’ମାନେ
HTML-код
- Опубликовано: 17 дек 2024
- For more such updates, please Like, Comment, and Share our videos and Subscribe to our RUclips channel.
Contacts:-
Mail- pahara24x7@gmail.com
Facebook- / paharaa24x7
RUclips- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #MissionShakti #DelayedPayments #WomenEmpowermentOdisha #BJPGovernance #OdishaWomenIssues #MissionShaktiCrisis #SupportWomen #GovernanceConcerns #FinancialHardships
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମେମ୍ 🙏 କିନ୍ତୁ ପ୍ରଭାତି ପରିଡା ମେମ୍ ଜଣେ ନାରୀ କିନ୍ତୁ ସେ ଜଣେ ନାରୀ ହୋଇ ଗୋଟିଏ ନାରୀ ପ୍ରତି ଏତେ ଅନ୍ୟାୟ
ମନ୍ତ୍ରୀମାନେ ବିଦେଶ ଗସ୍ତ କରିବାକୁ ଅର୍ଥ ଅଛି, ମନ୍ତ୍ରୀମାନଙ୍କୁ ବ୍ୟବହାର ପାଇଁ ପାଞ୍ଚ ଛ ଟା କାର ଦିଆଯାଉଛି, ସେମାଙ୍କୁ ଯୋଗାଇ ଦିଆଯାଇଥିବା ଘର ମାରାମାତ ପାଇଁ ସାତ ଗୁଣ ଅଧିକ ଅର୍ଥ ବରାଦ କରାଯାଇପାରୁଛି, କିନ୍ତୁ ମହିଳା ମାନଙ୍କ ପାରିଶ୍ରମିକ ଦବାକୁ ଅର୍ଥ ନାହିଁ.
ସତ କଥା
Thanks 👍👍👍 right
Thanku mam
Thank you ❤❤❤
Thank you
Sabu important point discuss kahithibaru bahut bahut dhanyawad.
ଧନ୍ୟବାଦ ଦି ଦି 👏👏👏🙏
ସରକାର ମା ମାନଙ୍କୁ ଦାଦନ୍ ପଠlଇବେ ହେଲେ ଭଲ ଲାଗିବା
ଏଇଟା ମା କେ ସମ୍ମାନ
ବିନା ଖଟି କରୀ ସରକାର ହଜାର ହଜାର ଟଙ୍କା ପେନସନ ଦେଉଛନ୍ତି
ଏ ମାନେ ତ ଜନ ହିତ କାମ କରୁଛନ୍ତି
Dadan ruk gaya tha abhi to fir se dadan shuru ho jaega Kyunki yah government
ଅପାରଗ ସରକାର. କିଛି କରିବେ ଜୁମଲା ଶଳେ
Tik kta kahila didi 😂🙏
ମୁଁ ବି ଜଣେ CRP-cm ସରକାର ଆମ ସମସ୍ତଙ୍କୁ ଏତେ କଷ୍ଟ ଦେଉଛନ୍ତି, ଆମ ସମସ୍ତ ମାଆ ମାନଙ୍କ ଦୁଃଖ ତାଙ୍କର ମଗଳ ହେବ, ଏତେ କରି କହିବା ପରେ ବି କେମିତିକା ସରକାର କହିବା ପାଇଁ ଶବ୍ଦ ନାହିଁ ଛି.......
ସରକାର ମାନଙ୍କର କଥା କେ ନି ବୁଝି ପାର ବା ର ବହୁତ ଦୁଃଖ ର ବିଷୟ 😭😭😭😭
Maya ko kya Samajhta Hai BJP government
MLA ମାନଂକର ମାସକୁ ରିଚାର୍ଜ ୧୦,୦୦୦ ଟଂକା କିନ୍ତୁ ଆମ ପାଇଁ ପାରିଶ୍ରମିକ ବି ନାଇ ବାଃରେ ସରକାର .
ଭାରତୀୟ ଜନତା ପାର୍ଟିକୁ ଭୋଟ ଦେଇ ଥିବାରୁ ଧନ୍ୟବାଦ୍,50000 ଟଙ୍କା ସୁଭଦ୍ରା ଯୋଜନା, 300 ୟୁନିଟ ବିଜୁଳି,3000 ଟଙ୍କା ଵତ୍ତା ଲୋଭରେ ଓଡ଼ିଶାର ଲୋକ ମାନେ ଆଜି ଫାସିଗଲେ, ଓଡ଼ିଶାର ଆର୍ଥିକ ସ୍ଥିତିକୁ ଏମାନେ 5 ବର୍ଷରେ ଋଣ ରେ ଡୁବାଇ ଦେବେ
Right bat bhai. Agla government Ek gadha aaega to use hi CM banaenge log.. Congress ko bhi Baitha sakte hain.hum v Hindu ha modi ji
Right mem 👍 thank you
Very good and very True news by ପହରା
Thank ❤
Thank you mam
ମୁଁ ବି ଜଣେ CRP ଏବେ ଏପ୍ରିଲି ମାସରୁ ବହୁତ ହଇରାଣ କରୁଛନ୍ତି ଆମ BJP ସରକାର । ନନୀ ବର୍ଷକୁ। ଦଶ ହଜାର ଟଙ୍କାରେ ମା' ମାନେ କାଣା କରିବେ । କହନ୍ତ । ଆଉ କାଣା ଆମର ଦରମା ଦେବେ ନିଜେ ତ ରଙ୍ଗ ମାରିବାରେ ବେସନ୍ତ ।
ଜାଣି ଶୁଣି ଓଡ଼ିଆ ଲୋକେ jumla ସରକାର କୁ ଟାଣି ଆଣିଲେ ଆଉ ଆମେ ସମସ୍ତେ ଭୋଗିବା ପାଇଁ ବାଧ୍ୟ
Sister perfect Katha
Correct
Very good
ମୋହନ ମୂଲ୍ୟ ହୀନ ଓଡିଶା ମୋହନ ମ
❤
Thank you mem
Good news sir thanks.
Thanks Didi. Right bat pahara
BJP ସରକାର ତମକୁ ଆମେ ଅଭିଶାପ ଦେଉଛୁ ତମେ କେବେ ବି ରାଜନୀତିରେ ସଫଳ ହେବ ନାହିଁ ମା ମାନଙ୍କୁ ହଇରାଣ କରୁଛ
Satakhatha right bat bhai
Thank you madam
ଆରେ maa ମାନେ ଇଏ ସରକାର ତମେ ଚେଞ୍ଜ କରିଛ......ନିଜେ କାନ୍ଦିବ..... ଏ ସରକାର ସୁଭଦ୍ରା ଯଜନାରେ bg ଅଛନ..... ତମକୁ କିଏ ପଚାରେ..... ଏଇ ସରକାର ସବୁ ଭାଙ୍ଗିଦେବ......
Jharkhand Chalak Ho Gaya isiliye vahan se BJP ko haraya
ମେଡ଼ମ ଗାଁ ସାଧି ମାନେ ୧୫ ବର୍ଷ ହେଲାଣି ପ୍ରଶାହନ ରାଶି କି ଦରମା ପାଇନାହାନ୍ତି
Bhal kahile medam
Good presentation madam
Community staff mnkar salary badhajau sthayee nijukti karajau account pay karajau bakeya salary diajau nachet agami election re kada jabab diajiba mind it sarkar 😢😢😢
Right Bhai
👍
ଶୁଭୁନାହିଁ ମହନ ମାଝୀକିତମବରମାନେଉନାହ
ବର୍ତ୍ତମାନ କୁ ଦେଖିବା,,ସରକାରଙ୍କ ଅନୁମୋଦନ କ୍ରମେ,,ଜଣେ ଦିନ ମଜୁରିଆ ବି ଦିନକୁ 500 ଟଙ୍କା ଦିନ ମଜୁରୀ ପାଇବ କିନ୍ତୁ କେତେ ଦୁଃଖର ବିଷୟ ଯେ,, ସମସ୍ତ କର୍ମୀ ମାନେ,,5 ବର୍ଷ ସହଯୋଗ ରେ duty କରିଆସୁଛନ୍ତି,, ତାଙ୍କ ପାରିଶ୍ରମିକ ବଢ଼ିବା ଜାଗା ରେ ତାର ଓଲଟା ପରିଣାମ ସ୍ୱରୂପ ମିଳିବାକୁ ଯାଉଛି,,,
Hn didi
👌👌👌bite madam
ମା ମାନେ ଏଥର ଦାଦନ ଖଟି ଯିବେ
Right bat bhai. Jaise tha aise hi kara diya BJP ne
Go back Bjp
Nabin Babu jindabad
❤❤❤❤❤❤❤
BJD jindabad ❤❤❤❤
BJP ଖାଲି କଥ ବଡ଼ କାମ ଛୁଟ
bjp ku vote dei government kareila, ebe nama nia....
False promise govt.
All rights
ପ୍ରଭାତୀ ପରିଡା ଗଟେ ନାରୀ ହେଇ ନାରୀ ମାନଙ୍କୁ ଠକୁଚେ ତାଙ୍କୁ ଟିକେ ଲାଜ ଲାଗବା ର କଥା ସେ ପୁଣି ଉପ ମୁଖ୍ୟ ମନ୍ତ୍ରୀ
Sahi time per Sahi answer Maya log Denge prabhati didi ko
ସାମାନ ଅବସ୍ଥା csp + ଆଜି ଯାଏ ବି ପେମେଂଟ ନେଇଁ ମିଳବାର
Jaha heichi Bala auchi.vote dela heba karmapala bagiba
ଧନ୍ୟଵାଦ...
Bjp ର କେବଳ ରଙ୍ଗ ମିସ୍ତ୍ରୀ କୁ ପଇସା ଦେବା ପାଇଁ ଅଛି
Bhala heichi bjp sarkar thik karichi tamaku
CRP
Bjp hatao desh bachao loktantra bachao samvidhan bachao
Bjp ଆସିବାର 5ମାସ ହେଉଛେ ଆଉ 3ମାସର ଟଙ୍କା bjd ଖାଇଛେ
Bichara mohanjee kn karibe abeta MLA & Minister manankar quarters maramati chalichi pare. Sethipai ketekete amount kharcha hhauchi. Sesabu kam hele saru.
ହେତେଦିନ ରେଲି ହେଉଥିଲା କେନେ ସୁଇପଡ଼ିଥିଲେ ମେଡମ ଆଜି ସୁବାଷସିଂ କରୁଛେ ଯେ ତମକୁ ଦିଶୁଛେ
ଅପେକ୍ଷା କର ସୁଭଦ୍ରା ଯୋଜନାରେ ପଇସା ସରିଜାଇଛି ଅପେକ୍ଷା କରନ୍ତୁ ମାଆ ମାନେ
Jhooth Mat Bolo
Missana shakti BJD ra vote bank ae😂😂😂😂😢😢😢😢
Kebala etiki janichha na aau adhika kichhi jana achhi...
Ho jaega agale election Tak ruko Congress ka vote bank ho jaega
🎉 vote for BJP 🎉mu,😂 bahuta, Khushi 🎉 Navin, Ninda,suni,BJP,ku, vote,deithibar,phal 😂😂😂😂😂
5 ଟଙ୍କିଆ ଡାଲ୍ମା ଭାତ ର ଦରମା ନି ମିଲିବାର୍ କେ। ଡାଲ୍ମା ଭାତ 24 ବର୍ଷ ଖାଇ ଖାଇ ଦୁନିଆଁ କେଭେ ନି ବଦଲିଲା।ଯାହାବି ହେଉ ସୁଭଦ୍ରା ଟଙ୍କା ସମସ୍ତେ ପାଇଲେ।ଏହି ପୁହୁରି ଚ୍ୟାନେଲ ନବୀନ ପଟନାୟକ ।କେତେ ସଜଇ ସୁଜ'କରି କରି କହେବା ଏଥିରେ ପୁହୁରି ଚ୍ୟାନେଲ ଦରମା ନେଇପାଉଥିବେ |
5 Sal mein bjd Sarkar Central Government ka Har kam Kiya Hai. abhi Kuchh Kam Nahin Hai .Sirf pen ka jaruri hai colour ka kam hai.
Mam dharamgard block tambachhada panchayat ra 16 month hela darama painahu
West modi west Logan
Mission sakti close heijau
Ama desha re agyanata badhi chalichhi. Neta kahuchhanti desha ra bikash chalichhi lole khusi heba katha mahilamane darama pau nahanti kemiti.
Purba sarkar( Bjd) salary Band karideichhanti
Sata katha didi a sarakara kichhibi janiparu nahanti
Pahara ku anurodha kaliajojanaku tikaha sabhepailekai
Misan.saktiku sampuran band Kara
BJD ra kala karnama aji padare padichhi
Nam.bada.kam.chata..budu.sarkar
Prabhati parida Nari nuhen Ki MAA bi nuhen nari pari dekha jauchi
8 mas hela n Paisa ni pebar baile agar sarkar sashan belu ni paibar
A sabu band karajaou sabu ghotala chalichi
Maliguda. junagarh
Didi gate katha sarkar k j jadi bjd kare thila misssan sakti k nai chinbar to kahetir lagi subhadra jojo na re daki thile pacrun to tike
This is not rong bt wrong rajniti.
Ame 1yers hela pai nu
Achha purbaru ate ref murder atyachar anya hela setebele apanamane kebe andolana karichhanti ki
Mission Shakti, BJD ra gute wing aa
Jen mane ki openly BJD ra support karu thile, E mane jadi sarakari kam karu thike ta gute pollitical party k kein j support karu thile
Ne mile Paisa .nikila
Mission shakti gute kana ae ?
Ita gute chakri ken ?
Chakri seta ke kahesan, Jen mane public seba kahesan.
School uniform bjd takar rang ra karithila.
Tar rang ke prachar prasar karuthila
Madam misan sakti kn kahi baki??
Are bjd bjp nae samanku darma dabakatha rajniti nae karun
Please suna
Bada ofissar manaa kana bjd nathilaa saamanaa ta darama pai chanti hall chata cakira kahiki abichara sarakara ta ma manku ahi jagaku Ani chanti abaa kampani amiti Karu chanti
Bjp sarkhake laj nai
Hete barash kena suithilu go puhuri tk b laj nai Lage re tate
BJP kesahinaiparbar
Bhala namilu jie tamku swabalambi kala taku hin hareila. Ebe tame mane karma phala pao. Sabu khali ethi drama karucha. Tam ghare kan kehi b income karunahanti. Khali tam mananku magna darkar.
Kàlahadi
14
Tate kain badhuchhi
Bjp 5masa hela tame 8masa paisa painaha kahucha bjd neta nku kahuna
14 mah salana payment nahin banna
Naveen jinda baad Jai jaganath Jai maa samlei
Bjp ku vote dei ebe postauchha
Vote for bjp